ପୁନଃଅବସ୍ଥାପିତ ହେଲେ ନିଲମ୍ବିତ…
ସୁନ୍ଦରଗଡ଼: କିଛି ଦିନତଳେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ସରକାର ପୁନଃଅବସ୍ଥାପିତ କରିଥିବା ଜଣାଯାଇଛି। ଗତକାଲି ରାଜ୍ୟ ସରକାର ଡାକ୍ତର ପଙ୍କଜ ପଟେଲଙ୍କୁ ପୁଣି ଚାକିରିରେ ଅବସ୍ଥାପିତ କରିଥିବାର ଆଦେଶ ଦେଇଛନ୍ତି। ତେବେ ତାଙ୍କୁ…