ମୋବାଇଲ ଆପ୍ ଦ୍ବାରା ହେବ ୨୦୨୧ ଜନଗଣନା:…
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ନେଇ ବହୁତ କିଛି କଥା ସାମ୍ନାକୁ ଆସୁଛି। ଅନ୍ୟପଟେ ଗୃହ ମନ୍ତଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ଜନଗଣନା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ମୋବାଇଲ ଆପ ଦ୍ବାରା କରାଯିବ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ୨୦୨୧ ଜନଗଣନା ମିକ୍ସଡ ମୋଡ…