Odisha Link
Bridging the Missing Links in Odisha
Browsing Tag

Central Government

ଲିଜରେ ଦିଆଯିବ ଭୁବନେଶ୍ୱର ବିଜୁ…

ଓଏଲ୍‌ ବ୍ୟୁରୋ : ଘରୋଇ ସଂସ୍ଥାକୁ ଲିଜରେ ଦିଆଯିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଆସନ୍ତା ୨୦୨୫ ସୁଦ୍ଧା ଭୂଅବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜରେ ଦିଆଯିବ। ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବାବେଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ…

କୃଷି ଆଇନ ନେଇ କେନ୍ଦ୍ରକୁ କଡ଼ା ଭତ୍ସନା…

ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ। କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଉଭୟ କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ମଧ୍ୟ…

ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍

ନୂଆଦିଲ୍ଲୀ: ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍ । ଯେଉଁ ସଂସ୍ଥା ନୂଆ ଚାକିରି ଦେବ, ସମ୍ପୃକ୍ତ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଉଭୟ ଚାକିରିଆ ଓ ଚାକିରିଦାତାଙ୍କ ଭାଗ ୧୨+୧୨% ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ। ୧୦୦୦ରୁ ଅଧିକ କର୍ମଚାରୀ ଓ…

ଭାରତ ବନ୍ଦ ଡ଼ାକରା: ସୁରକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ: ଆସନ୍ତା କାଲି ଭାରତ ବନ୍ଦ ଡ଼ାକରା ଦେଇଛି କୃଷକ ସଂଘ। ନୂଆ କୃଷି ଆଇନ ବିରୋଧରେ ଏହି ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ। ତେବେ ଏହି ସମୟରେ ସତର୍କତା ଅବଲମ୍ୱନ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ବନ୍ଦ ସମୟରେ ରାଜ୍ୟର…

କୃଷକ ସଂଗଠନଙ୍କ ସହ ଆଲୋଚନା କରିବେ…

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ଆଜିକୁ ୧୦ମ ଦିନରେ ପହଞ୍ଚିଛି। ନୂ଼ତନ କୃଷିବିଲକୁ ପ୍ରତ୍ୟାହାର କରିବା ପାଇଁ କୃଷକ ସଂଗଠନ ଏହି ଆନ୍ଦୋଳନ କରୁଛନ୍ତି। ଆଜି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ। ଆଲୋଚନାରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଡିସେମ୍ବର ୮…

ଦିପାବଳୀ ପୂର୍ବରୁ ପୁଣି ଏକ ଆର୍ଥିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଉପରେ ଥିବା ଆର୍ଥିକ ଚାପ ହ୍ରାସ କରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। ଏହି କ୍ରମରେ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ…

ଓଡ଼ିଶାର ବିଦ୍ୟୁତ୍‍ ବିତରଣ କମ୍ପାନିକୁ ୮୪…

ଭୁବନେଶ୍ୱର: ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନି (ଡ଼ିସକମ୍) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪ କୋଟି ଟଙ୍କାର ରିହାତି ଫଳରେ ରାଜ୍ୟରେ ବିଦ୍ୟୁତ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ବୋଲି…

କେନ୍ଦ୍ରକୁ ୫୭,୧୨୮ କୋଟି ଦେବ ରିଜର୍ଭ…

ମୁମ୍ବାଇ : କେନ୍ଦ୍ର ସରକାରଙ୍କୁ ୭୫,୧୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ…

ଲକ୍‌ଡାଉନ୍‌-୪: ମେ ୩୧ ଯାଏଁ ବଢ଼ିବ ଅବଧି!

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ୪ର୍ଥ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ମେ ୩୧ ଯାଏ‌ ଲକ୍‌ଡାଉନ୍‌ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଲକ୍‌ଡାଉନ୍‌ର ୪ର୍ଥ ପର୍ଯ୍ୟାୟ ମେ ୧୮ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ପୂର୍ବପରି…

ପିଏମ କେୟାର୍ସ ଫଣ୍ଡକୁ ନେଇ ପ୍ରଶ୍ନ କଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୩୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି କେନ୍ଦ୍ର ସରକାର ୩ୟ ଥର ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ଏହାରି…