ଦିନିକିଆରେ ୩ଅଙ୍କ ଛୁଇଁଲେ ଶ୍ରେୟସ
ହାମିଲଟନ: ପ୍ରଥମ ଦିନିକିଆରେ ଭାରତ ୩୪୭ ରନ୍ କରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ଟିକୁ ୪ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ଆଜି ନିଜ ଦିନିକିଆ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଏଭଳି ସଫଳତା…