Odisha Link
Bridging the Missing Links in Odisha
Browsing Tag

Chandipur

ସଫଳ ପରୀକ୍ଷଣ ହେଲା ଚାନ୍ଦିପୁରରେ ଆକାଶ…

ବାଲେଶ୍ୱର: ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ କରାଯାଇଛି। ଆଜି ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବାର ସୂଚନା ମିଳିଛି। ଆକାଶର…

କ୍ବିଆର୍‌ସାମ୍‌ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ୟୁଆରସାମ୍‌(କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୧୧ଟା ୪୯ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିଲା। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ।…

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁରର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆଜି ସକାଳ ୮.୪୫ରେ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମୋସ ପରୀକ୍ଷା କରାଯାଇଛି। ଋଷ୍ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ…

‘ଅଗ୍ନି-୨’ର ହେଲା ସଫଳ ଉତକ୍ଷେପଣ,…

ଚାନ୍ଦିପୁର: ଆଜି ରାତିରେ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରର ଅବଦୁଲ କଲାମ ଦ୍ୱୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ପରୀକ୍ଷଣ ଥିଲା ଗୁରୁତ୍ବପୂର୍ଣ୍ଣ। କାରଣ ଏହାକୁ ରାତିରେ ପରୀକ୍ଷା କରାଯାଇଛି। ଭାରତର ଷ୍ଟ୍ରାଟେଜିକ ଫୋର୍ସ…

ନୟାଗଡ଼: ଉନ୍ନତିକରଣ ହେବ ଚାନ୍ଦିପୁରସ୍ଥିତ…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁରର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍‌ପିଟାଲ୍‌ର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ସଂପର୍କରେ ଆଲୋଚନା ହୋଇ ହସ୍‌ପିଟାଲ୍‌କୁ କିଭଳି କ୍ରିୟାଶୀଳ କରାଯାଇ ପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଥିଲା…