ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨
ନୂଆଦିଲ୍ଲୀ: ବୁଧବାର ରାତିରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ହୋଇଛି ଚନ୍ଦ୍ରଯାନ-୨। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଏହି ସୂଚନା ଦେଇଛି। ୨୦ ଅଗଷ୍ଟରେ ଏହି ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ୧୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୭ରେ…