Odisha Link
Bridging the Missing Links in Odisha
Browsing Tag

chauliaganja strike

କଟକ ଚାଉଳିଆଗଞ୍ଜରେ ବନ୍ଦ ଡାକରା

କଟକ: ଆଜି ଚାଉଳିଆଗଞ୍ଜରେ ବନ୍ଦ ଡାକରା। ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ। ଓଏମପି ଛକରେ ରହିଥିବା ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ…