Odisha Link
Bridging the Missing Links in Odisha
Browsing Tag

Chief Minister

‘ଶିଶମହଲ’ର ହେବ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର। ଆଉ ମାତ୍ର କିଛି ସମୟର ଅପେକ୍ଷା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁୁପ୍ତା। ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ. ସକ୍ସେନା। ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀ…

ବଢ଼ିଲା କଟକ ବାଲିଯାତ୍ରାର ସାଂସ୍କୃତିକ…

ଓଏଲ୍‌ ବ୍ୟୁରୋ: ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ…

ବୁଧବାର ଅପରାହ୍ନ ୪.୪୫ରେ ଶପଥ ନେବେ…

ଓଏଲ୍‌ ବ୍ୟୁରୋ: ବୁଧବାର ଶପଥ ନେବେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ। ବୁଧବାର ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ନେବେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ। ଏନେଇ ଆସିଛି ବଡ଼ ଖବର। ସେହିପରି ଅପରାହ୍ନ ୨ଟା ୧୦ ମିନିଟରେ ଓଡ଼ିଶାରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ବିମାନବନ୍ଦରରୁ ସିଧା ରାଜଭବନ…

୧୦ରେ ବସିବ ବିଜେପି ବିଧାୟକ ଦଳ ବୈଠକ,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ହେବାର ଥିଲା। ହେଲେ ଆଜି…

କିଏ ହେବ ଓଡ଼ିଶା ମୁଖିଆ, ଆଜି ବସିବ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ ବିଜେପି…

ଦିଲ୍ଲୀ ବୈଠକ ଉପରେ ସାରା ଓଡ଼ିଶାର ନଜର,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ବିଜେଡି ଗଡ଼କୁ ଭାଙ୍ଗି ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ୨୭ ବର୍ଷର ସଫଳ ଆଞ୍ଚଳିତ ଦଳ ବିଜେଡିକୁ ହରାି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ତେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ…

ତିନୋଟି ରାଜ୍ୟରେ ଜିତିଲା ବିଜେପି, ଏବେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆସିଗଲା ସେମିଫାଇନାଲ ଫଳାଫଳ। ଆଜି ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର…

ବିଗତ ୧୨ ବର୍ଷରେ ମାତ୍ର ୩ ଥର ପାଳିଛନ୍ତି…

ଓଏଲ୍‌ ବ୍ୟୁରୋ: ନବ ଓଡ଼ିଶାର ବିକାଶର ବିନ୍ଧାଣି ସେ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା ବିରୋଧୀଙ୍କୁ କରିଛି ଘାଇଲା। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ବିଜୁ ଜନତା ଦଳ…

ଓଡ଼ିଶା ରାଜନୀତି: ବିଜେପିର ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ଏବେଠୁ ଓଡ଼ିଶା ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବିଧାନସଭା ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ…

ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବାସୁଙ୍କ ପଛରେ ପକାଇ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ୨୦୦୦ ମସିହା ମାର୍ଚ୍ଚ ୫…