ପେନସିଲ ଚୋପା ନେଇଗଲା ଶିଶୁର ଜୀବନ
ଓଏଲ୍ ବ୍ୟୁରୋ : ପାଠ ପଢୁ ପଢୁ ଚାଲିଗଲା ଜୀବନ। ଘଟଣା ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ। ପେନସିଲ ଚୋପା ନେଇଗଲା ଜୀବନ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର କୋତବାଲି ଗ୍ରାମରେ। ଜଣେ ଛଅ ବର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର…