ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬…
ମାଲକାନଗିରି :ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ। ଏହି ଅଭାବନୀୟ ଘଟଣାଟି ମାଲକାନଗିରିି ଅଙ୍ଗନୱାଡ଼ିରେ ଘଟିଛି। ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା…