କାଲିଠୁ ଯୁକ୍ତ ୨ ପରୀକ୍ଷା, ସୋସିଆଲ…
ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ପ୍ରଶ୍ନପତ୍ର ହବ୍ରେ ମଧ୍ୟ ପହଁଞ୍ଚି ସାରିଛି। ଏକରକମ ସମସ୍ତ ପ୍ରସ୍ତୁତି ଶେଷ ମଧ୍ୟ ହୋଇଛି। ଚଳିତଥର ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ। ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା। ସେପଟେ…