ସିନେମା ହଲ ଜିମ ନୁହେଁ ଯେଉଁଠାରେ ଆପଣ…
ଓଏଲ୍ ବ୍ୟୁରୋ : ସିନେମା ହଲରେ ଖାଦ୍ୟ ନିଷେଧ ମାମଲା। ପୂର୍ବରୁ ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି। ତେଣୁ ହଲ ଭିତରେ ଯାହା…