ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ…
କଟକ: ଏଣିକି କ୍ୟାନସର ରୋଗୀମାନଙ୍କର ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପୂର୍ବରୁ ପେଟ୍ ସିଟି ସ୍କାନ ବାବଦରେ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏହି ସମସ୍ୟା ନେଇ ଏକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଜି…