Odisha Link
Bridging the Missing Links in Odisha
Browsing Tag

class room

ଆଜିଠୁ କ୍ଲାସରୁମରେ ପଢ଼ିବେ ୟୁଜି ପିଜି…

ଭୁବନେଶ୍ୱର: ଆଜିଠୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। କରୋନା କଟକଣା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ। କଲେଜ ଖୋଲିବା…

ଶ୍ରେଣୀ ଗୃହରେ ବାଲ୍ୟ ବିବାହ, ଭିଡିଓ…

ନୂଆଦିଲ୍ଲୀ: ଶ୍ରେଣୀ ଗୃହରେ ବାଲ୍ୟ ବିବାହ। ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଥିବା ବେଳେ ଶ୍ରେଣୀ ଗୃହରେ ବାଲ୍ୟ ବିବାହ ଘଟଣା ଏବେ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରବରମର ଜୁନିଅର କଲେଜରେ ଦେଖିବାକୁ ମିଳିଛି ବାଲ୍ୟ…

ଖୋଲା ଆକାଶ ତଳେ ୯୦ ସ୍କୁଲ୍ !

ଭୁବନେଶ୍ବର: ଖୋଲା ଆକାଶ ତଳେ ଚାଲିଛି ରାଜ୍ୟର ୯୦ଟି ସ୍କୁଲ୍। ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ସରକାରର ସ୍କୁଲ୍‌ ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରାଜ୍ୟର ୯୦ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ। ୧୫୫ଟି ସ୍କୁଲ୍‌ର ନିଜସ୍ବ…

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

ଚାରିଛକ: ଶ୍ରେଣୀ ଗୃହରେ ଫାଶୀ ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା। ଆଜି ସକାଳେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଅଞ୍ଚଳର ଚାରିଛକସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।ଆତ୍ମହତ୍ୟା କରିଥିବା ଶିକ୍ଷକଜଣକ ହେଉଛନ୍ତି ସ୍ଥାନୀୟ ଜାଗେଶ୍ୱର ଗ୍ରାମର…