ଗୋମାଂସ ବିବାଦ: ହାଇକୋର୍ଟରୁ…
ପଞ୍ଜାବ: ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି। ଗୋମାଂସ ଭକ୍ଷଣ ମାମଳାରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍ ସହ ଏହି ମାମଲା ଜଡ଼ିତ।
ଧାର୍ମିକ ଭାବାବେଗକୁ ଆଘାତ କରିଥିବା ଅଭିଯୋଗ କରି ଲୁଧିଆନାର ନବନୀତ…