ଆଜିଠୁ ଶେଷ ହେଲା ଭିସ୍ତାରାର ଯାତ୍ରା
ଓଏଲ୍ ବ୍ୟୁରୋ: ଆଜି ଠାରୁ ଶେଷ ହେବେ ଭିସ୍ତାରା ଏୟାରଲାଇନର ଇଣ୍ଡିଆ ଗ୍ରୁପ ସହିତ ମିଶ୍ରଣ ପ୍ରକ୍ରିୟା। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ନାମରେ ଉଡାଣ ଭରିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ।…