ଆଜି ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ;…
ଓଏଲ୍ ବ୍ୟୁରୋ: ଆଜି ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିରବାସୀଙ୍କୁ ନୂଆବର୍ଷ ଭେଟି ଦେବେ ରାଜ୍ୟ ସରକାର। ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ କରିବେ। ୨୭୨୩ କୋଟିରେ ସୁକତେଲ ପ୍ରକଳ୍ପ ନିର୍ମିତ ହୋଇଛି। ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବେ। ୧୧୨ଟି ଭିତ୍ତିଭୂମି…