ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର
ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍ର ନୂଆ ମୁଖ୍ୟ କୋଚ୍ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)।
ଶୁକ୍ରବାର…