କୋଇଲା ବୋଝେଇ ଟ୍ରେନରେ ନିଆଁ
ଢ଼େଙ୍କାନାଳ: ଆଜି ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି। ଟ୍ରେନଟି ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ।…