ରାଜ୍ୟକୁ ପୁଣି ଫେରିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ପରେ ପୁଣି ଫେରିବ ଶୀତ। ଏ ନେଇପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି।
ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ, ୧୩ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨ ଡିଗ୍ରୀ, ରାଉରକେଲା ୩…