ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ
ଚୌଦ୍ବାର : ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ। ଏହି ଅଭାବନୀୟ ଘଟଣାଟି କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ଛକ ନିକଟରେ ଘଟିଛି। ମୃତ ହେଉଛନ୍ତି ଦେବସ୍ମିତା ସାହୁ । ତାଙ୍କ ଘର ଟିକରା ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, କଲେଜ ଛାତ୍ରୀ ଜଣଙ୍କ ଜଗତପୁର କଲେଜରୁ ଏନସିସି କ୍ଲାସ୍…