ନିଲମ୍ୱିତ ହେଲେ ଝାରସୁଗୁଡା ଜିଲ୍ଲାପାଳ
ଝାରସୁଗୁଡା : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାପାଳ ଜ୍ୟେତିରଞ୍ଜନ ପ୍ରଧାନଙ୍କୁ ନିଲମ୍ୱିତ କରିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏଡିଏମ୍ ପ୍ରଦୀପ ସାହୁ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିଥିବାରୁ ଜ୍ୟେତିରଞ୍ଜନ…