ମା’ ଓ ସ୍ତ୍ରୀଙ୍କଠୁ ମାଡ଼ ଖାଇଲେ…
ନୂଆଦିଲ୍ଲୀ: ନୂଆ କରି କମେଣ୍ଟ୍ରିଂ ଦୁନିଆରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ। ଭାଷ୍ୟକାର ଭାବେ ସେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ରେ ପଦାର୍ପଣ କରିଥିଲେ। ଏଥିସହିତ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲେ। ହେଲେ ଶ୍ରୀଲଙ୍କା ଓ…