ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ…
ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକରକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୁଙ୍କି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା ରହିଛି।…