RSP ଗ୍ୟାସ୍ ଲିକ ଘଟଣା, ତଦନ୍ତ କମିଟି…
ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି ଗ୍ୟାସ୍ ଲିକ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଜି ସେଲ୍ ମୁଖ୍ୟାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଉକ୍ତ ଟିମ ଗଠନ କରାଯାଇଛି। ଏହି କମିଟିରେ କୋଲକାତା, ଭିଲାଇ…