ବାଉନ୍ସର ଘଟଣାର ତଦନ୍ତ ପାଇଁ ପିସିସି ଗଠନ…
ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା କମିଟି। ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ, ନିଶିକାନ୍ତ ମିଶ୍ର…