ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ…
ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଆଉ ୬ ମାସରୁ କମ୍ ସମୟ ଥିବାବେଳେ ଓଡ଼ିଶା ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି। ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଯେବେଠୁ ଆଇଏଏସ୍ ଚାକିରି ଛାଡ଼ି ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ହୋଇଛନ୍ତି ସେବେଠୁ ଓଡ଼ିଶା ରାଜନୀତି ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ କଂଗ୍ରେସ ନେତା…