Odisha Link
Bridging the Missing Links in Odisha
Browsing Tag

containment zone

ରାଜଧାନୀରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ୍‌ ଜୋନ୍‌ ସଂଖ୍ୟା। ମଙ୍ଗଳବାର ବମିଖାଲ ଜୟଦୁର୍ଗା ନଗର ଓ ଭିଏଏସ୍‌ଏସ୍‌ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଆଜି କସମପଲିସର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ଗତକାଲି ୨ଟି ସ୍ଥାନ କୁ ଘୋଷଣା…

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରକୁ ପୁଣିଥରେ ଫେରିଲା କଣ୍ଟେନମେଣ୍ଟ ଜୋନ୍। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ବମିଖାଳ ଜୟଦୁର୍ଗା ଅଞ୍ଚଳରେ ଥିବା ପ୍ଲଟ୍‌ ନଂ ୧୩୦୩/ ୧୩୦୪ ଅଞ୍ଚଳରୁ ଏକାଧିକ…

ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା…

ଭୁବନେଶ୍ୱର: ଭୁବନେଶ୍ୱର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା। ଏକାଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି। ଆଇଆରସି ଭିଲେଜର ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାର ଚଳାଚଳକୁ ବାରଣ କରାଯାଇଛି।…

ସତ୍ୟ ସାଇ ଏନ୍‌କ୍ଲେଭ୍‌ ଅଞ୍ଚଳକୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ଖୋର୍ଦ୍ଧା, କଟକ ଭଳି ଜିଲ୍ଲାରେ କରୋନା ମାମଲା ଏବେ ବି ଉପରମୁହାଁ ଅଛି। ଏସବୁ ମଧ୍ୟରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ସତ୍ୟ ସାଇ ଏନ୍‌କ୍ଲେଭକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି। ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ…

ଜଟଣୀ: ପୌରାଞ୍ଚଳର ୩ ଅଞ୍ଚଳକୁ…

ଜଟଣୀ: ମହାମାରୀ କରୋନାର କରାଳ ରୂପରେ ହନ୍ତସନ୍ତ ହେଉଛି ଜୀବନ। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ସରକାର। ଏସବୁ ମଧ୍ୟରେ ଜଟଣୀ ପୌରାଞ୍ଚଳର ୩ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ। ସ୍ଥାନୀୟ ଆକାଉଣ୍ଟ୍‌ସ କଲୋନୀ, ଖଳିପୋଖରୀ ଓ ବିକାଶନଗର…

ରାଜ୍ୟରେ କରୋନା କାଳରେ ବାଉଁଶ ବାବଦକୁ…

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟ ସରକାର ବାଉଁଶ ବାବଦକୁ ଖର୍ଚ୍ଚ କରିଛନ୍ତି ୨୧.୯୦ ଲକ୍ଷ ଟଙ୍କା। ଆଜି ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଜବାବ ଦେଇଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, କୋଭିଡ୍‌ ସମୟରେ ରାଜ୍ୟରେ ୪୦୬ଟି ଜାଗାରେ…

କଲୋନୀରୁ ୫ ପଜିଟିଭ୍‌ ଚିହ୍ନଟ,…

ଝାରସୁଗୁଡ଼ା: ଆଠଗଡ଼ ଖଣ୍ଡୁଆଳି ଗାଁ ପରେ ଝାରସୁଗୁଡ଼ା ପୌରପରିଷଦର ବେହେରାମାଲ ବୃନ୍ଦାବନ କଲୋନୀକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରିବାକୁ ସଂକ୍ରମିତଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବୃନ୍ଦାବନ କଲୋନୀ…

ନୟାଗଡ଼: ମଧ୍ୟଖଣ୍ଡର ୩ଟି ସାହିକୁ…

ନୟାଗଡ଼: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୯୭ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ନୟାଗଡ଼ ଜିଲ୍ଲାରୁ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ…

ନୟାଗଡ଼: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା…

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲାର ବାଲିକୁଦିଆ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ। ଆଜି ଜିଲ୍ଲାରେ ସକାଳୁ ୭ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଜଣ ଲୋକାଲ କେସ୍‌ ହୋଇଥିବା ବେଳେ ଜଣେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା…

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସୁଦେବପୁରର…

ଭଦ୍ରକ: ରାଜ୍ୟରେ ଆଜି ପୁଣି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଜଣ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସୂଚନା ରହିଛଇ। ଏହା ସହିତ ଏହି ବ୍ଲକ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଫଳରେ ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତକୁ…