ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ…
ନୂଆଦିଲ୍ଲୀ: ଅଦାଲତ ଅବମାନନା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି…