ଓଡ଼ିଶାରେ କରୋନା ପଜିଟିଭ୍ ହାର ଜାତୀୟ…
ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ପଜିଟିଭ୍ ହାର ଜାତୀୟ ହାରଠୁ କମ୍। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାକେଶ ଭୂଷଣ। ସୂଚନା ମୁତାବକ, ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂଖ୍ୟା ୫ ହଜାରରୁ କମ୍ ରହିଛି। ୧୮ ଟି ରାଜ୍ୟରେ ସକ୍ରିୟ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି। କେବଳ…