କଟକରେ ବୃଦ୍ଧଙ୍କ ଆତ୍ମହତ୍ୟା, ବିଧବା…
କଟକ: ପାରିବାରିକ କଳହର କରୁଣ ପରିସ୍ଥିତି। ପାରିବାରିକ ବିବାଦ ଏତେ ମାତ୍ରାରେ ହୋଇଥିଲା ଯେ, ଜଣେ ବୃଦ୍ଧ ସହ୍ୟ କରି ନପାରି ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ଏଭଳି ଏକ ଖବର ଆସିଛି କଟକ ଜିଲ୍ଲାରୁ। ଅପରପକ୍ଷେ, ବୃଦ୍ଧ ଜଣଙ୍କ ମୃତ୍ୟୁ ପରେ ୭ ଜଣ ମହିଳା ବିଧବା ହୋଇଥିବା ଖବର ଏବେ ଚର୍ଚ୍ଚାର…