ଆଜିଠାରୁ ସାରା ଦେଶରେ ଟିକାକରଣ
ଭୁବନେଶ୍ବର : ଆଜିଠାରୁ ସାରା ଦେଶରେ ହେବ ଟିକା କରଣ। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ। ଆଜି ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଟିକାଦାନ ଆରମ୍ଭ ହେବ।
ଭୁବନେଶ୍ବର ଓ ସୁନ୍ଦରଗଡ଼ର ଦୁଇଟି…