ସିରମ ଟିକାକୁ ବିଶ୍ୱରେ ଅନୁମତି ଦେଲା WHO
ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସାରା ବିଶ୍ୱରେ ପ୍ରଦାନ କରାଯିବ। ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ପ୍ରଦାନ କରିଛି। ତେବେ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତ୍ତା ଓ ମାନ ବିଶ୍ୱ…