Odisha Link
Bridging the Missing Links in Odisha
Browsing Tag

corona vaccine

ଟିକାକରଣ ପାଇଁ ଆଜି କେନ୍ଦ୍ର…

ନୂଆଦିଲ୍ଲୀ: କରୋନା ଟିକାକରଣର ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସବୁ ରାଜ୍ୟ ଓ କେନ୍ଦ୍ରଶାାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଟିକାକରଣ କିଭଳି ସୁରୁଖୁରୁରେ ହେବ ସେନେଇ ବୈଠକରେ…

ଖୁସି ଖବର: ସିଧାସଳଖ ଓଡ଼ିଶା ଆସିବ ଟିକା

ଭୁବନେଶ୍ୱର: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକାରଣ ଆରମ୍ଭ ହେବ ବୋଲି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଟିକାକରଣ ପାଇଁ ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଆସିବ କରୋନା ଟିକା। ଟିକା ବାବଦରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି। ଅନ୍ୟ ୧୮ଟି…

ଟିକାକରଣ କେନ୍ଦ୍ର ଚିହ୍ନଟ କରିବାକୁ…

ଭୁବନେଶ୍ବର : କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ…

ମାସ ଶେଷ ସୁଦ୍ଧା ମିଳିବ ଟିକା

ଭୁବନେଶ୍ୱର : ଓଡ଼ିଶାକୁ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ କରୋନା ଟିକା। ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି, ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି। ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ…

ସେରମ୍ ଟିକା ପ୍ରସ୍ତୁତିକୁ ଅନୁମତି

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି କରିବାକୁ ଅନୁମତି। କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି ନେଇ ଅନୁମତି ଦେଲେ DCGI। ବିକ୍ରି ଉଦ୍ଦେଶ୍ୟରେ ଟିକା ପ୍ରସ୍ତୁତି ପାଇଁ ସେରମ୍‌କୁ ମିଳିଛି ଅନୁମତି। ଗତକାଲି ବିଶେଷଜ୍ଞ କମିଟି ଟିକାର ଜରୁରୀକାଳୀନ ବ୍ୟବହାର…

ସରକାରଙ୍କୁ ୨୦୦ ଟଙ୍କାରେ ‘ସେରମ…

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଟିକାକୁ ଅନୁମୋଦନ ମିଳିଛି । ତେବେ ଏହାର ମୂଲ୍ୟ ଓ ଉପଲବ୍ଧତାକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ରହିଛି। ଏହି ଟିକା ସରକାର ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି। ଭୋଟ କେନ୍ଦ୍ରରେ ଆଧାର ଭିତ୍ତିରେ ଏହ ଟିକା ଦିଆଯିବ ବୋଲି କୁହାଯାଇଛି। ଏଥିପାଇଁ ମାର୍ଗଦର୍ଶିକା…

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ:…

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରତିହତ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି। ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ, ବହୁ ପରୀକ୍ଷାନିରୀକ୍ଷା ପରେ ଏହି…

କୋଭିଡ ମୁକାବିଲା: କେନ୍ଦ୍ର…

ନୂଆଦିଲ୍ଲୀ: ଦେଶବାସୀଙ୍କ ମିଳିବ ମାଗଣା କରୋନା ଟିକା। ଏନେଇ ଶନିବାର ଦିନ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କରୋନା ଭ୍ୟାକସିନର ପ୍ରସ୍ତୁତି ନେଇ ଆଜି ସାରା ଦେଶରେ ଭ୍ୟାକସିନର ଡ୍ରାଏ ରନ୍ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବଡ ଘୋଷଣା କରି କହିଛନ୍ତ, ସାରା…

କରୋନା ଟିକା ନେଲେ ସାଉଦି ପ୍ରିନ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏସବୁ ମଧ୍ୟରେ ବିଶ୍ବର କିଛି ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମଧ୍ୟ ମିଳିଛି। ଯାହାକୁ ନେଇ ଚିନ୍ତିତ ବିଶ୍ବବାସୀ। ଅପରପକ୍ଷେ ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ବିନ୍‌ ସଲମାନ୍‌ କରୋନା ଟିକାର ପ୍ରଥମ…

କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…