ନାକରେ ଦିଆଯାଇ ପାରେ କରୋନା ଟିକା !
ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ସାରିଲାଣି ।ତେବେ ଏହି ଭୂତାଣୁର ଟିକା ଉପରେ ଅନେକ ପରୀକ୍ଷଣ ଚାଲୁ ରହିଛି ।ବର୍ତ୍ତମାନ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଖୁବ ଶୀଘ୍ର ଏ ନେଇ…