ଭାରତ ନିଜ ଦେଶବାସୀଙ୍କଠୁ ଅଧିକ ସମଗ୍ର…
ନୂଆଦିଲ୍ଲୀ : ଭାରତ ଜାତିସଂଘର ଜେନେରାଲ୍ ଆସେମ୍ବ୍ଲିରେ କହିଛି, ନିଜ ଲୋକଙ୍କୁ ଯେତେ ଦେଇ ନାହିଁ, ତା’ଠାରୁ ଅଧିକ କୋଭିଡ୍-୧୯ ଟିକା ସମଗ୍ର ବିଶ୍ୱକୁ ଯୋଗାଇଛି । ଟିକାର ଅସମ ବଣ୍ଟନ କରୋନାଭାଇରସ୍ ଦମନ ପାଇଁ ଚାଲିଥିବା ସମ୍ମିଳିତ ବୈଶ୍ୱିକ ପ୍ରତିବଦ୍ଧତାକୁ ପରାଜିତ କରିବ।
ଗତ ଶୁକ୍ରବାର ଦିନ…