ମିଳିଲାନି କାନ୍ଧ, ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ…
ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ କରୋନା ଜନିିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏପରି ସମୟରେ ଅନ୍ୟ କାରଣରୁ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ମୃତ୍ୟୁ ପରେ ଅଛୁଆଁ ହେଇ ରହିଯାଉଛି ମୃତକ ଜଣକର ଶରୀର। ଏପରିକି କରୋନା ଯୋଦ୍ଧାଙ୍କ ମୃତ ଶରୀର ମଧ୍ୟ ଅଛୁଆଁ…