କ୍ୟାପିଟାଲ ହସ୍ପିଟାଲ: ୧୩୦…
ଓଏଲ୍ ବ୍ୟୁରୋ: ସ୍ମାର୍ଟ ସିଟି ରାଜଧାନୀରେ କରୋନା ଆତଙ୍କ। ମେଡିକାଲ ହବ୍ କୁହାଯାଉଥିବା କ୍ୟାପିଟାଲ୍ ହସ୍ପିଟାଲରେ କରୋନା ବିସ୍ଫୋରଣ। ରାଜଧାନୀ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲର ୪୦ ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ। ଯାହାଫଳରେ ଓପିଡିର ସମୟକୁ ହ୍ରାସ…