ହୋମ ସର୍ଭିଲିଆନ୍ସରେ ୨୬ ସନ୍ଦିଗ୍ଧ:…
ଭୁବନେଶ୍ୱର: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ। ତେବେ ବର୍ତ୍ତମାନ ୨୬ ଜଣ କରୋନା ସନ୍ଦିଗ୍ଧଙ୍କୁ ହୋମ ସର୍ଭିଲିଆନ୍ସରେ ରଖାଯାଇଛି। ରାଜ୍ୟରେ କରୋନା ମୁକାବିଲା ନେଇ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ ଗତ ମାସ ୧୫ ପରେ ଚୀନ, ଥାଇଲାଣ୍ଡ ଓ ହଂକଂରୁ ୩୩…