Odisha Link
Bridging the Missing Links in Odisha
Browsing Tag

Corruption

ବିଦ୍ୟାଳୟ ପାଠାଗାର ବହିକିଣା ଦୁର୍ନୀତି:…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏ ମାମଲା ରୋଚକ ମୋଡ଼ ନେଇଛି। ଓସେପାର ପୁସ୍ତକ ଚୟନ ପ୍ରକ୍ରିୟାକୁ…

୮୦ କୋଟି ଲୁଟ୍‌ ପ୍ରମାଣ ପାଇବା ପରେ ବି…

ନୟାଗଡ଼: ବ୍ଲକ୍‌ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ମିଥ୍ୟା ବିଲ୍‌ ମାଧ୍ୟମରେ ଓ ବିନା କାମରେ ୮୦ କୋଟିରୁ ଅଧିକ ଟଙ୍କା ଜଣେ ପ୍ରଭାବଶାଳୀ ବିଜେଡି ନେତା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ଆସିଲା। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଲେ। ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ମିଳିଲା।…

ଲାଞ୍ଚ କାରବାରରେ ଏସିଆରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି। ଭାରତରେ ଲାଞ୍ଚ ନ ଦେଲେ କୌଣସି କାମ ହେଉ ନଥିବା ଏକାଧିକ ସର୍ଭେରୁ ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏସିଆ ମହାଦେଶରେ ଲାଞ୍ଚ କାରବାର ଚାଲିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୧ ନଂ ସ୍ଥାନରେ ରହିଛି। ଭାରତରେ ଲାଞ୍ଚ କାରବାର ହାର ୩୯% ରହିଥିବା…

କୋଭିଡ୍‌ ଦୁର୍ନୀତି ଶତାଦ୍ଦୀର ସବୁଠୁ ବଡ଼…

ଭୁବନେଶ୍ବର: କୋଭିଡ୍‌ ଦୁର୍ନୀତି ଏ ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି। କୋଭିଡ୍‌ ପରିଚାଳନା ନେଇ ବର୍ଷିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କୋଭିଡ୍‌ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି। ଲୋକେ ସେବା ପାଉ ନାହାଁନ୍ତି। ଘରୋଇ ମେଡିକାଲ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦…

ଭାପୁର ବ୍ଲକରେ ଦୁର୍ନୀତି, ଆମରଣ ଅନଶନରେ…

ଭାପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପିସି କାରବାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର ଅଲଗା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ଏପରିକି ବିନା ପିସିରେ ବିଲ୍‌ ପାସ୍‌ ହେଉ ନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅର୍ନ୍ତଭୁକ୍ତ…