Odisha Link
Bridging the Missing Links in Odisha
Browsing Tag

Covaxin

କ୍ଲିନିକାଲ ଟ୍ରାଏଲରେ କୋଭାକ୍ସିନ ବିଫଳ,…

ହାଇଦ୍ରାବାଦ: କ୍ଲିନିକାଲ ଟ୍ରାଏଲରେ ବିଫଳ ହେଲା କୋଭାକ୍ସିନ। ଫଳରେ ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତି ବାତିଲ କରିଛି। ହାଇଦ୍ରାବାଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା। ମାତ୍ର କ୍ଲିନିକାଲ…

କମିଲା କୋଭାକ୍ସିନ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଭିତରେ ଲୋକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ମହାମାରୀ ସମୟରେ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଥିବା କରୋନା ଟିକା ‘କୋଭାକ୍ସିନ୍‌’ ଦର ହ୍ରାସ କରାଯାଇଛି। ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ୍‌’ର ଦର ହ୍ରାସ ନେଇ ବିଜ୍ଞପ୍ତିି ଜାରି…

କୋଭିଡ୍‌ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କୋଭିଡ୍‌ ପ୍ରତିଷେଧକ ଟିକା "କୋଭାକ୍ସିନ୍" ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଆଜି ସକାଳେ ଦିଲ୍ଲୀର ଏମ୍ସ ପରିସରରେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ବିଶ୍ବର ଲଢ଼େଇରେ…

ବିଏମ୍‌ସି ପାଇଁ କୋଭାକ୍ସିନ୍‌ ଟିକା

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି କୋଭାକ୍ସିନ୍ ଟିକା। ଏହି‌ ଟିକା ବିଏମ୍‌ସି ଅଞ୍ଚଳରେ ଦିଆଯିବ। ଆଜି ୨୦ ଲକ୍ଷ ଡୋଜ କୋଭାକ୍ସିନ୍ ଟିକା ଆସିଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ। ସେହିପରି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ…

ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ୍‌…

ଭୁବନେଶ୍ବର: ଭୁବନେଶ୍ବରରେ ପପହଞ୍ଚିଲା କରୋନା ଟିକା କୋଭାକ୍ସିନ୍‌। ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଲା କୋଭାକ୍ସିନ ଟକା। ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି। ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌। ପ୍ରକାଶ ଯେ, ରାଜ୍ୟରେ ଗତକାଲିଠାରୁ…

ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ। ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ। ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ। ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି। ଏନେଇ ସୂଚନା…

ଟିକା ଆସିଲେ ତତ୍‌କ୍ଷଣାତ୍‌ ହେବ…

ଭୁବନେଶ୍ବର: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ ପରେ ଆଜି DMET ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା…

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ:…

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରତିହତ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି। ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ, ବହୁ ପରୀକ୍ଷାନିରୀକ୍ଷା ପରେ ଏହି…

କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନକୁ ମିଳିଲା ଅନୁମତି। ସ୍ବଦେଶ ପ୍ରସ୍ତୁତ କୋଭାକ୍ସିନକୁ ଭାରତରେ ଅନୁମତି ମିିଳିଛି। ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍। ଗତକାଲି ଭାରତରେ ଟିକାକରଣ ନେଇ ଅକ୍ସଫୋର୍ଡ ଟିକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ…

ମାଙ୍କଡ଼ଙ୍କ ଠାରେ ‘କୋଭାକ୍ସିନ’ର ସଫଳ…

ନୂଆଦିଲ୍ଲୀ : ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ସଫଳ ପରୀକ୍ଷଣ ହୋଇଛି। ପଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା ନେଇ ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନି ଦାବି କରିଛି। ଏଥସହ ଭାକସିନ୍‌ର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଛି। କୋଭାକ୍ସିନ୍…