ଆଜିଠୁ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ…
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ। ଭାରତ ବାୟୋଟେକ ଦ୍ବାରା ବିକଶିତ କରାଯାଉଥିବା କରୋନା ଭାକ୍ସିନ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ ରେଗୁଲେଟରି ଅଥରିଟି ଅନୁମତି ଦେଇଛି। ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରର ୩୭୫ ଜଣଙ୍କ ଠାରେ ପରୀକ୍ଷଣ…