କୋଭିସିଲ୍ଡ ପରେ କୋଭାକ୍ସିନକୁ ନେଇ ଆସିଲା…
ଓଏଲ୍ ବ୍ୟୁରୋ: କରୋନା ମହାମାରୀରୁ ରକ୍ଷା ପାଇବା ଲାଗି ବହୁ ସଂଖ୍ୟାରେ ଲୋକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ନେଇଥିଲେ। କିନ୍ତୁ ଧୀରେ ଧୀରେ ଏବେ ଏହି ଦୁଇ ଟୀକାର ସାଇଡ୍ ଇଫେକ୍ଟ କଥା ସାମ୍ନାକୁ ଆସିବାରେ ଲାଗିଛି। କୋଭିସିଲ୍ଡ ଟୀକା ବିକଶିତ କରିଥିବା ବ୍ରିଟିଶ କମ୍ପାନୀ ଆଷ୍ଟ୍ରୋଜେନିକା ଗତ…