କରୋନା ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର…
ଭୁବନେଶ୍ବର: କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ସରକାରଙ୍କ ପକ୍ଷରୁ ମିଳୁଥିବା ଗୋଟିଏ ମାସର ପେନ୍ସନ୍ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିଛନ୍ତି।
କରୋନା ମୁକାବିଲାରେ ଓଡ଼ିଶା…