ଆସନ୍ତାକାଲିଠୁ ବିମାନବନ୍ଦରରେ ହେବ ବିଦେଶ…
ଓଏଲ୍ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ମହାମାରୀ । ଏହାକୁ ନଜରରେ ରଖି ସତର୍କ ହୋଇଛନ୍ତି ଭାରତ ସରକାର। ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ପୁଣିଥରେ କରୋନା କଟକଣା ଲାଗୁ କରାଯାଇଛି।
ଡିସେମ୍ବର ୨୪ ତାରିଖରୁ ଅର୍ଥାତ୍ ଶନିବାରଠୁ…