ରାଜଧାନୀରେ ଅମାନିଆ ଗଣିଲେ ୨୦ ଲକ୍ଷ
ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣର ହାର ହୁହୁ ହେଇ ବଢ଼ୁଥିବା ବେଳେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହାକୁ କଡ଼ାକଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କଟକଣାକୁ ଉଲ୍ଲଂଘନ ନେଇ କଡ଼ାକଡ଼ି ଯାଞ୍ଚ କରିବା ସହ…