କରୋନା ସତର୍କତା : ଜ୍ୱର, କାଶ, ଥଣ୍ଡା…
ଭୁବନେଶ୍ବର: ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ମୁତାବକ, କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ତାଙ୍କୁ ୪ ଦିନର ଛୁଟି ମିଳିବ। ଏବଂ ସେ ୧୪ ଦିନ ପାଇଁ ହୋମ…