ଫାଇଜର୍ ଟିକା ନେଇ ନରୱେରେ ୨୩ ମୃତ
ଓସ୍ଲୋ: ଫାଇଜର କୋଭିଡ୍ ଟିକା ନେବାପରେ ନରୱେରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଟିକାର ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ମୃତକ ବରିଷ୍ଠ ନାଗରିକ ଏବଂ ସେମାନଙ୍କ ବୟସ ୮୦ ବର୍ଷରୁ ଅଧିକ ଥିବାରୁ ସରକାର…