ବାଣ ବିସ୍ଫୋରଣରେ ୪ ଗୁରୁତର
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ଏକ ବିସ୍ଫୋରଣ ଘଟିଛି। ବାଣ ପ୍ରସ୍ତୁତ ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣାଟରେ ୪ଜଣ ଗୁରୁତର ହୋଇଛନ୍ତି।
ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ପ୍ରଥମେ ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା…