କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ବାସିମ…
ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଲେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଓ୍ବାସିମ୍ ଜାଫର। ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭାବେ ଖେଳିଥିବା ମୁମ୍ବାଇର ଓ୍ବାସିମ ଜାଫର ୪୧ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏନେଇ ସେ ଆଜି ଘୋଷଣା କରିଛନ୍ତି।…